Jump to content

ବିଦ୍ରାବକ

ଉଇକିଅଭିଧାନ‌ରୁ

ବିଦ୍ରାବକ

ଉଚ୍ଚାରଣ

[ସମ୍ପାଦନା]
(ବିଦ୍ରାବିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବି+ଦ୍ର ଧାତୁ ଣିଚ୍+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଯେ ଥଟ୍ଟା କରେ —୧. Jesting.
୨. ଦ୍ରବକାରୀ; ଯାହା ତରଳାଏ —୨. Melting.