Jump to content

ବିଦ୍ରାବିତ

ଉଇକିଅଭିଧାନ‌ରୁ

ବିଦ୍ରାବିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ଦ୍ରୁ ଧାତୁ ଣଚ୍ ଦ୍ରାବି ଧାତୁ +କର୍ମ. ତ)

[ସମ୍ପାଦନା]
୧. ଦ୍ରବୀକୃତ —୧. Molten; liquefied.
୨. ବିତାଡ଼ିତ; ତାଡ଼ନାର୍ଥ ପଶ୍ଚାଦ୍ଧାବିତ — ୨. Driven from behind; chased.