ବିଦ୍ରାବୀ
ଦେଖଣା
ବିଦ୍ରାବୀ
ଉଚ୍ଚାରଣ
[ସମ୍ପାଦନା](ବିଦ୍ରାବିଣୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ.—(ବି+ଦ୍ରୁ ଧାତୁ+ଇନ୍, ୧ମା. ୧ବ)
[ସମ୍ପାଦନା]- ୧. ପଳାୟନକାରୀ (ହିନ୍ଦୀ - ଶ) —୧. Fleeing away; retreating.
- ୨. ତରଳୁଥିବା (ହିନ୍ଦୀ - ଶ) — ୨. Melting (thing)
- ୩. (ବି+ଦ୍ରୂ ଧାତୁ ଣିଚ୍+ ଇନ୍) ତରଳାଉଥିବା; ଦ୍ରବକାରୀ —୩. Liquefying (person)
- ୪. ଯେ ଫାଡ଼ିଦିଏ —୪. Splitting up.