Jump to content

ବିଦ୍ରୁତ

ଉଇକିଅଭିଧାନ‌ରୁ

ବିଦ୍ରୁତ

ଉଚ୍ଚାରଣ

[ସମ୍ପାଦନା]

(ବିଦ୍ରୁତି—ବି)

ସଂସ୍କୃତ - ବିଶେଷଣ - (ବି+ଦ୍ରୁ ଧାତୁ+କର୍ତ୍ତୃ. ତ)

[ସମ୍ପାଦନା]
୧. ପଳାୟିତ — ୧. Fled away
୨. ଦ୍ରବୀଭୂତ; ଗଳିତ —୨. Molten; liquefied.
୩. ସନ୍ନସ୍ତ —୩. Terrified; alarmed.