Jump to content

ବିଦ୍ରୁମ

ଉଇକିଅଭିଧାନ‌ରୁ

ବିଦ୍ରୁମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଦ୍ରୁମ=ବୃକ୍ଷ)

[ସମ୍ପାଦନା]
୧. ରକ୍ତ ପ୍ରବାଳ —୧. Red coral.

[ଦ୍ରଷ୍ଟବ୍ୟ —ପ୍ରବାଳ ଏକ ପ୍ରକାର ସାମୁଦ୍ରିକ କୀଟର

ସମଷ୍ଟି ଏ କୀଟମାନେ ପରସ୍ପର ସଂଲଗ୍ନ ହୋଇ ଶାଖାଯୁକ୍ତ ବୃକ୍ଷ ପରି ସମୁଦ୍ର ଗର୍ଭରେ ବଢ଼ନ୍ତି] 
୨. ବୃକ୍ଷର ନବ— ବିଶଳୟ —୨. Young shoots of plants.
୩. ପଦ୍ନରାଗ ମଣି —୩. Ruby; spinal ruby.
୪. ମୁକ୍ତା— ଫଳ ବୃକ୍ଷ (ପ୍ରକୃତିବାଦ ଓ ହିନ୍ଦୀ - ଶ) —୪. A kind of tree.
୫. ପ୍ରବାଳ ବୃକ୍ଷ —୫. The coral tree, bearing reddish precious geme called corals (Apts)