Jump to content

ବିଦ୍ରୋହୀ

ଉଇକିଅଭିଧାନ‌ରୁ

ବିଦ୍ରୋହୀ

ଉଚ୍ଚାରଣ

[ସମ୍ପାଦନା]
(ବିଦ୍ରୋହିନୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବି+ଦ୍ରୂହ୍ ଧାତୁ+କର୍ତ୍ତୃ ଇନ୍; ୧ମା ୧ବ)

[ସମ୍ପାଦନା]
୧. ମେଳିଆ —୧. Mutinous
୨. ରାଜାଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ —୧. Rebellious.
୩. ଅନିଷ୍ଟାଚରଣକାରୀ —୩. Injurious.
୪. ଦ୍ୱେଷୀ — ୪. Malcious.