Jump to content

ବିଦ୍ୟମାନତ୍ୱ

ଉଇକିଅଭିଧାନ‌ରୁ

ବିଦ୍ୟମାନତ୍ୱ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିଦ୍ୟମାନ+ଭାବ. ତା)

[ସମ୍ପାଦନା]
୧. ଉପସ୍ଥିତ — ୧. Presence; existence.
୨. ସାମୀପ୍ୟ, ସାନ୍ନିଧ୍ୟ —୨. Proximity; vicinity.
୩. ଜୀବଦ୍ଦଶା — ୩. Living state.
୪. ଜୀବନକାଳ — ୪. Lifetime.