Jump to content

ବିଦ୍ୟମାନରେ

ଉଇକିଅଭିଧାନ‌ରୁ

ବିଦ୍ୟମାନରେ

ଉଚ୍ଚାରଣ

[ସମ୍ପାଦନା]

(ଅବିଦ୍ୟମାନରେ—ବିପରୀତ)

  • (file)

ଗ୍ରାମ୍ୟ - (କଚିରିଆ) କ୍ରି.ବିଶେଷଣ -

[ସମ୍ପାଦନା]
୧. ଉପସ୍ଥିତି ସମୟରେ — ୧. During the presence of; in the presence of.
୨. ଜୀବନକାଳ ମଧ୍ୟରେ, ବିଦ୍ୟମାନ ଥାଉଁ ଥାଉଁ; ବଞ୍ଚି ଥାଉଁ ଥାଉଁ — ୨. While living or alive; during the life- time of.

(ଯଥା—ପୁତ୍ରର ବଦ୍ୟମାନରେ ସ୍ତ୍ରୀ ସମ୍ପତ୍ତିର ଉତ୍ତରାଧିକାରିଣୀ ହୋଇ ନ ପାରେ )