ବିଦ୍ୟାକର
ଦେଖଣା
ବିଦ୍ୟାକର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - ଓ ସ୍ତ୍ରୀ—(୬ଷ୍ଠୀ ତତ୍; ବିଦ୍ୟା+ଆକର)
[ସମ୍ପାଦନା]ବିଦ୍ୟାର ଖଣି; ପଣ୍ଡିତ —Learned persons; a mine of learning.
ସଂସ୍କୃତ - ବିଶେଷ୍ୟ - ପୁଂ—(ବିଦ୍ୟା+କୃ ଧାତୁ +କର୍ତ୍ତୃ. ଅ)
[ସମ୍ପାଦନା]ଜ୍ଞାନପ୍ରଦ —Imparting knowledge.
(ବିଦ୍ୟାକରୀ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଲୋକଙ୍କ ନାମ —A name given to males.