ବିଦ୍ୟାଗୁରୁ
ଯେ ପାଠ ପଢ଼ାନ୍ତି; ଶିକ୍ଷକ — Teacher.
[ଦ୍ରଷ୍ଟବ୍ୟ —ଯେ ମନ୍ତ୍ର ଦିଅନ୍ତି ସେ ମନ୍ତ୍ର ଗୁରୁ; ଯେ ଧର୍ମୋପଦେଶ ଦିଅନ୍ତି ସେ ଧର୍ମ ଗୁରୁ ]