Jump to content

ବିଦ୍ୟାଧନ

ଉଇକିଅଭିଧାନ‌ରୁ

ବିଦ୍ୟାଧନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ରୂପକ କର୍ମଧା; ବିଦ୍ୟା+ଧନ)— ବିଦ୍ୟାରୂପ ଧନ; ବିଦ୍ୟାହିଁ ଧନସ୍ୱରୂପ —୧. Learning compared to riches; learning consistuting one's riches.
୨. (ମ. ପ. ଲୋ) ବିଦ୍ୟାଦ୍ୱାରା ଉପାର୍ଜିତ ଧନ —୨. Wealth earned by learing.