Jump to content

ବିଦ୍ୟାଧର

ଉଇକିଅଭିଧାନ‌ରୁ

ବିଦ୍ୟାଧର

ଉଚ୍ଚାରଣ

[ସମ୍ପାଦନା]
(ବିଦ୍ୟାଧରୀ—ସ୍ତ୍ରୀ) 

(ବିଦ୍ୟାଧ୍ର—ଅନ୍ୟରୂପ)

  • (file)
  • (file)

ସଂସ୍କୃତ - ବି,ପୁଲିଙ୍ଗ - (ବିଦ୍ୟା= ଇନ୍ଦ୍ରଜାଲ+ଧୃ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଦେବଯାନିବିଶେଷ; ସ୍ୱର୍ଗଗାୟକ —୧. An order of Hindu demigods; a class of heavenly choristers.

[ଦ୍ରଷ୍ଟବ୍ୟ —ଖେଚର, ଗନ୍ଧର୍ବ ଓ କିନ୍ନରମାନେ ଏହି ଦେବଯୋନି ଶ୍ରେଣୀର ଅନ୍ତର୍ଗତ— ହିନ୍ଦୀ - ଶ]

୨. ୧୬: ପ୍ରକାର ରତିବନ୍ଧର ଏକତମ —୨. One of the ୧୬ postures during coition.
୩. ପାରାଶୋଧନ କରିବାର ଆୟୁର୍ବେଦୀୟ ଯନ୍ତ୍ରବିଶେଷ — ୨. An ayurbedic contrivance for purifying mercury.

[ଦ୍ରଷ୍ଟବ୍ୟ —ଗୋଟିଏ ଥାଳି ବା ହାଣ୍ଡିରେ ପାରା ଧାତୁ ରଖି ତା ଉପରେ ଆଉ ଗୋଟିଏ ଥାଳିରେ ପାଣି ଭରତି କରି ରଖାଯାଏ ଓ ଏ ଦୁଇ ସମ୍ମଳିତ ପାତ୍ରକୁ ୫ ପ୍ରହରକାଳ ନିଆଁ ଉପରେ ବସାଇ ରଖାଯାଏ ତତ୍ପରେ ପାଣି ଥଣ୍ଡା ହେଲେ ପାରାକୁ କାଢ଼ି ନେବାକୁ ହୁଏ—ହିନ୍ଦୀ - ଶ]

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ଲୋକଙ୍କୁ ଦିଆଯିବା ନାମ —୧. Name given to males.
୨. କ୍ଷତ୍ରିୟଙ୍କ ଉପାଧିବିଶେଷ — ୨. A family title of the Kshatriyas.