ବିଦ୍ୟାନଗରୀ
ଦେଖଣା
ବିଦ୍ୟାନଗରୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଦ୍ୟାନଗରୀ
|
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ମାନ୍ଦ୍ରାଜ ପ୍ରଦେଯର ବିଶାଖା— ପଟଣା ଜିଲ୍ଲାର ଆଧୁନିକ ବିଜୟନଗର —The modern Vizanagram in Madras Presidency.
ଦ୍ର—ରାଜା ପ୍ରତାପରୁଦ୍ରଙ୍କ ସମୟରେ ଏହା ଉତ୍କଳ ରାଜଭୁକ୍ତ ଥିଲା ପ୍ରବାଦ ଅଛି ଯେ କାଳିଦାସ ନିଜ ପାଣ୍ଡିତ୍ୟ ବଳରେ ଭାରତର ସବୁ ଦେଶର ପଣ୍ଡିତମାନଙ୍କୁ ଜୟ କରିଥିଲେ, ମାତ୍ର ବିଦ୍ୟାନଗରୀକୁ ଜିଣି ପାରି ନ ଥିଲେ ]