Jump to content

ବିଦ୍ୟାନିଧି

ଉଇକିଅଭିଧାନ‌ରୁ

ବିଦ୍ୟାନିଧି

ଉଚ୍ଚାରଣ

[ସମ୍ପାଦନା]

ବିଦ୍ୟାବାରିଧି, ବିଦ୍ୟାରତ୍ନ, ବିଦ୍ୟାର୍ଣ୍ଣବ, ବିଦ୍ୟାଧିରାଜଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ବିଦ୍ୟାସାଗର, ବିଦ୍ୟାବାଗୀଶ, ବିଦ୍ୟାବିନୋଦ, ବିଦ୍ୟାବିଶାରଦ, ବିଦ୍ୟା ବାଚସ୍ପତି—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବିଦ୍ୟାର ନିଧି, ଅର୍ଥାତ୍ ସ୍ଥାନ, ଆଧାର)

[ସମ୍ପାଦନା]

ମହାପଣ୍ଡିତ —A very larned person.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପଣ୍ଡିତଙ୍କୁ ଦିଆଯିବା ଉପାଧି ବିଶେଷ —Title given to very larned Pandits.