Jump to content

ବିଦ୍ୟାଭ୍ୟାସ

ଉଇକିଅଭିଧାନ‌ରୁ

ବିଦ୍ୟାଭ୍ୟାସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍;ବିଦ୍ୟା+ଅଭ୍ୟାସ)

[ସମ୍ପାଦନା]
୧. ପାଠକୁ ଅନୁଶୀଳନ କରିବା; ବିଦ୍ୟା ଚର୍ଚ୍ଚା —୧. Devotion to study
୨. ପାଠ ପଇଟାଇବା; ପାଠ ଘୋଷିବା —୨. Practice of studying or getting lessons by heart.