ବିଦ୍ୟାମାନ
ଦେଖଣା
ବିଦ୍ୟାମାନ
ଉଚ୍ଚାରଣ
[ସମ୍ପାଦନା](ବିଦ୍ୟମାନା—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବିଦ୍ ଧାତୁ= ରହିବା; ହେବା+କର୍ତ୍ତୃ. ଶାନଚ୍)
[ସମ୍ପାଦନା]ବର୍ତ୍ତମାନ; ଉପସ୍ଥିତ —Present; existing.
ଦେଶଜ - ବିଶେଷଣ -
[ସମ୍ପାଦନା]ଜୀବିତ — Living.
ଗ୍ରାମ୍ୟ - (କଚିରିଆ) ବିଶେଷ୍ୟ - (ସଂସ୍କୃତ - ବିଦ୍ୟମାନତା)
[ସମ୍ପାଦନା]- ୧. ଜୀବନକାଳ —୧. Lifetime.
- ୨. ନୈକଟ୍ୟ; ସାମୀପ୍ୟ —୨. Vicinity.
- ୩. ଉପସ୍ଥିତି —୩. Presence.
- ୪. ଅସ୍ତିତ୍ୱ —୪. Existence.
(ଯଥା— ପିତାଙ୍କ ବିଦ୍ୟମାନରେ ପୁତ୍ର ଘରେ ମୁରବୀ ହୋଇ ନ ପାରେ)
ଦେଶଜ - ଅ
[ସମ୍ପାଦନା]ସମ୍ମୁଖରେ; ଉପସ୍ଥିତିରେ —Before; in front of.
(ଉ— ଚମସ ଶୁଣି ତା ବଚନ କହନ୍ତି ସଭା ବିଦ୍ୟମାନ— ଜଗନ୍ନାଥ. ଭାଗବତ )