Jump to content

ବିଦ୍ୟାରମ୍ଭ

ଉଇକିଅଭିଧାନ‌ରୁ

ବିଦ୍ୟାରମ୍ଭ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବିଦ୍ୟା+ଆରମ୍ଭ)

[ସମ୍ପାଦନା]
୧. ଶିକ୍ଷାରମ୍ଭ — ୧. Beginning of education.
୨. ଖଡ଼ି ଛୁଆଁ; ଶିଶୁର ପ୍ରଥମ ପାଠ ଆରମ୍ଭ କରିବା ଉତ୍ସବ — ୨. The ceremony of a child being first taught to learn.

[ ଦ୍ର—ହିନ୍ଦୁ ବାଳକର ବର୍ଣ୍ଣବେଧ ସଙ୍ଗେ ବିଦ୍ୟାରମ୍ଭ କରାଯାଏ]