Jump to content

ବିଦ୍ୟାର୍ଣ୍ଣବ

ଉଇକିଅଭିଧାନ‌ରୁ

ବିଦ୍ୟାର୍ଣ୍ଣବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରୂପକ କର୍ମଧାରୟ; ବିଦ୍ୟା +ଅର୍ଣ୍ଣବ)

[ସମ୍ପାଦନା]
୧. ବିଦ୍ୟା ରୂପ ମହାସମୁଦ୍ର —୧. Learning compared to an ocean in its vastness.
୨. ବିଦ୍ୟାନିଧି (ଦେଖ) - —୨. Bidyānidhi (See)