ବିଦ୍ୟାର୍ଥୀ
ଦେଖଣା
ବିଦ୍ୟାର୍ଥୀ
ଉଚ୍ଚାରଣ
[ସମ୍ପାଦନା](ବିଦ୍ୟାର୍ଥିନୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ (ଉପପଦ ତତ୍ପୁରୁଷ; ବିଦ୍ୟା+ଅର୍ଥ+କର୍ତ୍ତୃ. ଇନ୍; ୧ମା. ୧ବ)
[ସମ୍ପାଦନା]- ୧. ବିଦ୍ୟା ପଢ଼ିବା ନିମନ୍ତେ ଗୁରୁଙ୍କ ନିକଟରେ ଉପସ୍ଥିତ —୧. Appearing before a teacher to study with him
- ୨. ବିଦ୍ୟା ଶିକ୍ଷା କରିବାକୁ ଇଚ୍ଛୁକ —୨. Desirous
of educaton.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଶିଷ୍ୟ; ଛାତ୍ର —Student; pupil.