Jump to content

ବିଦ୍ୟା ବିନୋଦ

ଉଇକିଅଭିଧାନ‌ରୁ

ବିଦ୍ୟା ବିନୋଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୩ୟା ତତ୍; ବିଦ୍ୟା+ବିନୋଦ)

[ସମ୍ପାଦନା]

ବିଦାଂ ଚର୍ଚ୍ଚାଦ୍ୱାରା ଅନୁଭୂତ ଆନନ୍ଦ —Pleasure derived from learned discussion.

=== ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

(ବହୁବ୍ରୀହି) ପଣ୍ଡିତମାନଙ୍କୁ ଦିଆଯିବା ଉପାଧି —A title given to sanscrit Scholars.

=== ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

(ବହୁବ୍ରୀହି) ବିଦ୍ୟା ଚର୍ଚ୍ଚା କରିବା ଯାହାର ସୁଖପ୍ରଦ ଅଟେ — Deriving pleasure from learned discussions or study.