Jump to content

ବିଦ୍ୟା ବ୍ୟବସାୟୀ

ଉଇକିଅଭିଧାନ‌ରୁ

ବିଦ୍ୟା ବ୍ୟବସାୟୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଯେଉଁ ପଣ୍ଡିତ ଆପଣାର ବିଦ୍ୟାକୁ ଗୁମୀମାନଙ୍କ ନିକଟରେ ପ୍ରକାଶ କରି ଅର୍ଥ ଉପାର୍ଜନ କରନ୍ତି —୧. Earning money through exhibition of learning.
୨. ବିଦ୍ୟାଦାନ ବା ପାଠ ପଢାଇବାକୁ ଯେ ଆପଣାର ପେଶା କରି ଅଛନ୍ତି — ୨. Following teaching as one's profession.

=== ସଂସ୍କୃତ - ବିଶେଷ୍ୟ -

ବେତନ ଭୋଗୀ ଅଧ୍ୟାପକ —A paid teacher.