Jump to content

ବିଦ୍ୟୁ

ଉଇକିଅଭିଧାନ‌ରୁ

ବିଦ୍ୟୁ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ବିଦ୍ୟୁତ)

[ସମ୍ପାଦନା]

ବିଦ୍ୟୁତ୍; ବିଜୁଳି — Lightning

(ଉ—ସେ କରୁଁ ଉପୁଜି ଚହଟି ବିଦ୍ୟୁରାଜି—କୃଷ୍ଣସିଂହ. ମହାଭାରତ.ବନ)