ବିଦ୍ୟୁତ୍
ଦେଖଣା
ବିଦ୍ୟୁତ୍
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହୀ, ବି=ଅଳ୍ପକ୍ଷଣସ୍ଥାୟୀ+ଦ୍ୟୁତ୍=ଦୀପ୍ତି; କିମ୍ୱା ବି+ଦ୍ୱୁତ୍ ଧାତୁ+କର୍ତ୍ତୃ. କ୍ୱିପ୍)
[ସମ୍ପାଦନା]- ୧. ସୌଦା— ମିନୀ; ବିଜୁଳି —୧. Lightning.
- ୨. ତଡ଼ିତ୍ଶକ୍ତି — ୨. Electricity.
[ ଦ୍ର—ତଡ଼ିତ ତଳେ ନୋଟ୍ ଦେଖ ]
- ୩. ସନ୍ଧ୍ୟା —୩. Evening.
- ୪. (+ଭାବ. କ୍ୱିପ୍) କାନ୍ତି —୪. Beauti; lustre.
=== ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ବି+ଦ୍ୱୁତ୍)
- ୧. ନିଷ୍କ୍ରିଭ; ଆଭାହୀନ —୧. Lustreless.
- ୨. ଅତ୍ୟନ୍ତ ଦୀପ୍ତମନ (ହିନ୍ଦୀ - ଶ) —୨. Very shining; brilliant.