Jump to content

ବିଦ୍ୟୁତ୍ପାତ

ଉଇକିଅଭିଧାନ‌ରୁ

ବିଦ୍ୟୁତ୍ପାତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍; ବିଦ୍ୟୁତ୍+ପାତ୍)

[ସମ୍ପାଦନା]
୧. ବିଜୁଳି ମାରିବା — ୧. A flash of lightning.
୨. କୌଣସି ଦ୍ରବ୍ୟରେ ବିଦ୍ୟୁତ୍ର ପ୍ରଭାବ ସଂଘର୍ଷ — ୨. A stroke of lightning.