ବିଦ୍ୟୁତ୍ପ୍ରଦୀପ
ବିଦ୍ୟୁଦ୍ଦୀପ, ବିଦ୍ୟୁଦ୍ୱର୍ତ୍ତି (ର୍ତ୍ତୀ), ବିଦ୍ୟୁଦ୍ୱର୍ତ୍ତିକା, ବିଦ୍ୟୁଦାଲୋକଅନ୍ୟରୂପ
ବିଜୁଳିବତି; ତଡ଼ିତଶକ୍ତି ସାହାଯ୍ୟରେ ଜଳୁଥିବା ଦୀପ — Electric lamp; electric light.