Jump to content

ବିଦ୍ୟୁତ୍ୱାର୍ତ୍ତାବହ

ଉଇକିଅଭିଧାନ‌ରୁ

ବିଦ୍ୟୁତ୍ୱାର୍ତ୍ତାବହ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Bidyutbārttābaha
  • ଆଇ.ପି.ଏ. — bˈɔ hɾˌɔʃʃoˈikaɾ dˈɔ hˈʌlˈʌntɔ ˈɔj hɾˈɔʃʃoˌukaɾ tˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈakaɾ ɾˈɔ hˈʌlˈʌntɔ tˈɔ hˈʌlˈʌntɔ tˈɔ ˈakaɾ bˈɔ hˈɔ

ସଂସ୍କୃତ - ବିଶେଷ୍ୟ - (ଆଧୁନିକ)

[ସମ୍ପାଦନା]

ତଡ଼ିତ୍ ଶକ୍ତିଦ୍ୱାରା ଏକସ୍ଥାନରୁ ଅନ୍ୟ ସ୍ଥାନକୁ ସମ୍ୱାଦ ପ୍ରେରଣକାରୀ ଯନ୍ତ୍ର —Electric telegraph or telephone.