Jump to content

ବିଦ୍ୟୁଦ୍ଗର୍ଭ

ଉଇକିଅଭିଧାନ‌ରୁ

ବିଦ୍ୟୁଦ୍ଗର୍ଭ

ଉଚ୍ଚାରଣ

[ସମ୍ପାଦନା]
(ବିଦ୍ୟୁଦ୍ଗର୍ଭା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ବିଦୁତ୍+ଗର୍ଭ)

[ସମ୍ପାଦନା]

ଯାହାର ଗର୍ଭ ବା ଅନ୍ତରରେ ବିଦ୍ୟୁତ୍ ଅଛି —Full of electricity.