ବିଦ୍ୟୁଦ୍ୱୀକ୍ଷଣ
ଦେଖଣା
ବିଦ୍ୟୁଦ୍ୱୀକ୍ଷଣ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - (ଆଧୁନିକ ବିଜ୍ଞାନ)
ବିଦ୍ୟୁତ୍ ବା ତଡ଼ିତ୍ ଶକ୍ତି ବା ପ୍ରବାହର ଅବସ୍ଥିତି ଗତି ଓ ବେଗ ଆଦି ପ୍ରଦର୍ଶନ କରିବା ଯନ୍ତ୍ରବିଶେଷ —Electroscope.
[ ଦ୍ର— ଏହା ଦୁଇ ପ୍ରକାର;୧ ସ୍ୱର୍ଣ୍ଣପତ୍ର ବଦ୍ୟୁଦ୍ୱୀକ୍ଷଣ —Gold leaf electroscope. ଏବଂ୨ ସଞ୍ଚାୟୀ ବିଦ୍ୟୁଦ୍ୱୀକ୍ଷଣ] Condensing electroscope.