Jump to content

ବିଦ୍ୟୁଦ୍ୱେଗ

ଉଇକିଅଭିଧାନ‌ରୁ

ବିଦ୍ୟୁଦ୍ୱେଗ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Bidyudbega
  • ଆଇ.ପି.ଏ. — bˈɔ hɾˌɔʃʃoˈikaɾ dˈɔ hˈʌlˈʌntɔ ˈɔj hɾˈɔʃʃoˌukaɾ dˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈekaɾ ɡˈɔ

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ, ବିଦ୍ୟୁତ୍+ବେଗ

[ସମ୍ପାଦନା]

ତଡ଼ିତର ଗତି ପରି ଦ୍ରୁତଗତ୍ —Velocity of lightning.

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

ବିଦ୍ୟୁତ୍ ପରି ଗତିବିଶିଷ୍ଟ — Having the velocity of lightning.