Jump to content

ବିଦ୍ୟୁନ୍ମାପକ

ଉଇକିଅଭିଧାନ‌ରୁ

ବିଦ୍ୟୁନ୍ମାପକ

ଉଚ୍ଚାରଣ

[ସମ୍ପାଦନା]

ବିଦ୍ୟୁନ୍ମାନ, ବିଦ୍ୟୁତ୍ ପରିମାପକଅନ୍ୟରୂପ ===

ସଂସ୍କୃତ - ବିଶେଷଣ -ଆଧୁନିକ ବିଜ୍ଞାନ)

[ସମ୍ପାଦନା]

ଯଦ୍ଦ୍ୱାରା ତଡ଼ିତ୍ ପ୍ରବାହର ପରିମାଣ ସ୍ଥିର କରାଯାଏ —Measuring the electric current.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ନିୟୋଜିତ ତଡ଼ିତ୍ଶକ୍ତିର ଓ ପ୍ରବାହର ପରିମାଣ ସ୍ଥିର କରିବା ଯନ୍ତ୍ର — A scientific instrument for measuring electric force or current; electrometer; electro-dynamometer.