ବିଦ୍ୟୁନ୍ମାଳୀ
ଦେଖଣା
ବିଦ୍ୟୁନ୍ମାଳୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ବିଦ୍ୟୁନ୍ମାଳିନ୍; ୧ମା .୧ବ)
[ସମ୍ପାଦନା]- ୧. ପୌରାଣିକ ଅସୁରବିଶେଷ —୧. The name of mythological demon.
[ ଦ୍ର—ଏ ଶିବଙ୍କୁ ଉପାସନା କରି ତାଙ୍କ ବରରେ ଗୋଟିଏ ଜ୍ୟୋତିର୍ମୟ ବିମାନ ପାଇ ଥିଲା; ସେ ବିମାନ ଦିବାନିଶି ସୂର୍ଯ୍ୟଙ୍କ ପଛରେ ରହିଥାଏ ଓ ସୂର୍ଯ୍ୟକିରଣଦ୍ୱାରା ଉଦ୍ଭାସିତ ହେଉଥାଏ ସୂର୍ଯ୍ୟ ତଦ୍ଦ୍ୱାରା ବିରକ୍ତ ହୋଇ ନିଜ ତେଜରେ ସେ ବିମାନକୁ ତରଳାଇ ଦେବାରୁ ବିମାନ ଭୂମିରେ ଖସି ପଡ଼ିଲା ଧର୍ମପୁତ୍ର ସୁଷେଣଙ୍କ ସଙ୍ଗେ ଏହାର ଯୁଦ୍ଧ ହୋଇଥିଲା ରାମାୟଣରେ ଓ ମହାଭାରତରେ ଏହି ନାମଧାରୀ ୨ଟି ଅସୁରଙ୍କର ଉଲ୍ଲେଖ ଅଛି—ହିନ୍ଦୀ - ଶ]
- ୨. ଛନ୍ଦୋବିଶେଷ —୨. Name of
a Sanskrit metre.
[ଦ୍ରଷ୍ଟବ୍ୟ —ଏଥିରେ ପ୍ରତ୍ୟେକ ଚରଣରେ ଏକ ଭଗଣ, ଏକ ମଗଣ ଓ ଅନ୍ତରେ ୨ଟି ଗୁରୁ ବର୍ଣ୍ଣ ଥାଏ— ହିନ୍ଦୀ - ଶ]