Jump to content

ବିଦ୍ୟୁଲ୍ଲତା

ଉଇକିଅଭିଧାନ‌ରୁ

ବିଦ୍ୟୁଲ୍ଲତା

ଉଚ୍ଚାରଣ

[ସମ୍ପାଦନା]

(ବିଦ୍ୟୁଲ୍ଲେଖା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବିଦ୍ୟୁତ୍+ଲତା)

[ସମ୍ପାଦନା]
୧. ଲତା ଆକୃତି ବିଶିଷ୍ଟ ବିଦ୍ୟୁତ୍; ବିଜୁଳିର ରେଖା —୧. A streak of lightning
୨. ମେଘଜ୍ୟୋତିଃ; ବଜ୍ରାଗ୍ନି —୨. Lightning.
୩. ତଡ଼ିତ୍ ଶକ୍ତି — ୩. Electricity.