Jump to content

ବିଦ୍ୟୋତମାନ

ଉଇକିଅଭିଧାନ‌ରୁ

ବିଦ୍ୟୋତମାନ

ଉଚ୍ଚାରଣ

[ସମ୍ପାଦନା]
(ବିଦ୍ୟୋତମାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବି+ଦ୍ୟୁତ୍ ଧାତୁ+କର୍ତ୍ତୃ. ଆନ)

[ସମ୍ପାଦନା]

ଦ୍ୟୁତିମାନ; ଉଜ୍ଜ୍ୱଳ —Shining; lustrous.