ବିଦ୍ୟୋତ୍ସାହୀ
(ବିଦ୍ୟୋତ୍ସାହୀନୀ—ସ୍ତ୍ରୀ)
=== ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୭ମୀ ତତ୍; ବିଦ୍ୟା+ଉତ୍ସାହିନ୍, ୧ମା ୧ବ.)
ବିଦ୍ୟାର ଉନ୍ନତି ବିଷୟରେ ଉତ୍ସାହଦାତା — uraging the spread of education; patronising learning.