Jump to content

ବିଦ୍ୱତ୍ତମ

ଉଇକିଅଭିଧାନ‌ରୁ

ବିଦ୍ୱତ୍ତମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବିଦ୍ୱସ୍= ବିଦ୍ୱତ୍+ତମ)

[ସମ୍ପାଦନା]
୧. ବହୁଲୋକଙ୍କ ମଧ୍ୟରେ ବଡ଼ ବିଦ୍ୱାନ୍; ଅଦ୍ୱିତୀୟ ପଣ୍ଡିତ — ୧. Most learned.
୨. ସର୍ବଶ୍ରେଷ୍ଠ —୨. Best.