Jump to content

ବିଦ୍ୱାନ୍

ଉଇକିଅଭିଧାନ‌ରୁ

ବିଦ୍ୱାନ୍

ଉଚ୍ଚାରଣ

[ସମ୍ପାଦନା]
(ବିଦୂଷୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବିଦ୍ ଧାତୁ+କର୍ତ୍ତୃ. ବସ୍; ଶତୃ ପ୍ରତ୍ୟୟ ସ୍ଥାନରେ ବସ୍ = ବିଦ୍ୱସ୍, ୧ମା. ୧ବ)

[ସମ୍ପାଦନା]

ପଣ୍ଡିତ; ଶାସ୍ତ୍ରାଦିବେତ୍ତା — Learned; learned in religious lore.