Jump to content

ବିଦ୍ୱେଷ

ଉଇକିଅଭିଧାନ‌ରୁ

ବିଦ୍ୱେଷ

ଉଚ୍ଚାରଣ

[ସମ୍ପାଦନା]

(ବିଦ୍ୱିଷ୍ଟି—ବି)

ସଂସ୍କୃତ - ବିଶେଷ୍ୟ - (ବି+ଦ୍ୱିଷ୍ ଧାତୁ+ଭାବ. ଅ)

[ସମ୍ପାଦନା]
୧. ଈର୍ଷା — ୧. Grudge; malice.
୨. ଶତ୍ରୁତା — ୨. Enmity.