Jump to content

ବିଦ୍ୱେଷକ

ଉଇକିଅଭିଧାନ‌ରୁ

ବିଦ୍ୱେଷକ

ଉଚ୍ଚାରଣ

[ସମ୍ପାଦନା]
(ବିଦ୍ୱେଷିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବି+ଦ୍ୱିଷ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]

ଈର୍ଷୀ; ଯେ ଈର୍ଷା କରେ —Malicious.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶତ୍ରୁ —Antagonist; enemy.