ବିଦ୍ୱେଷଣ
ଦେଖଣା
ବିଦ୍ୱେଷଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ଦ୍ୱିଷ୍ ଧାତୁ+ ଭାବ. ଅନ)
[ସମ୍ପାଦନା]- ୧. ବିଦ୍ୱେଷ (ଦେଖ) - —୧. Bidwesha (See).
- ୨. ଦୁଇଜଣଙ୍କ ମଧ୍ୟରେ କଳି ଲଗାଇବା ପାଇଁ କରାଯିବା ତାନ୍ତ୍ରିକ ପ୍ରୟୋଗ —୨. Tantric appliances to bring about quarrel between two persons.
- ୩. (+କର୍ତ୍ତୃ. ଅନ) ଶତ୍ରୁ; ବୈରୀ (ହିନ୍ଦୀ - ଶ) —୩. Enemy.
- ୪. ଦୁଷ୍ଟତା (ହିନ୍ଦୀ - ଶ) —୪. Wickedness.