Jump to content

ବିଦ୍ୱେଷଣୀୟ

ଉଇକିଅଭିଧାନ‌ରୁ

ବିଦ୍ୱେଷଣୀୟ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Bidweshaṇīya
  • ଆଇ.ପି.ଏ. — bˈɔ hɾˌɔʃʃoˈikaɾ dˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈekaɾ mˌudʰennoʃʃˈɔ ɳˈɔ dˈiːɾɡʰikˌaɾ ˈɔj

ବିଦେଷାର୍ହ, ବିଦ୍ୱେଷ୍ୟଅନ୍ୟରୂପ

ବିଦ୍ୱେଷଣୀୟା, ବିଦ୍ୱେଷାର୍ହା, ବିହେଷ୍ୟାସ୍ତ୍ରୀ

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବି+ଦ୍ୱିଷ୍ ଧାତୁ+ କର୍ମ. ଅନୀୟ)

[ସମ୍ପାଦନା]
୧. ଘୃଣାର୍ହ —୧. Deserving to be hated; abominable.
୨. ଯାହା ସହିତ ବିଦ୍ୱେଷ କରାଯିବା ଉଚିତ; ବିଦ୍ୱେଷଭାଜନ —୨. Deserving to be treated with malice.