Jump to content

ବିଧବା

ଉଇକିଅଭିଧାନ‌ରୁ

ବିଧବା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ବହୁବ୍ରୀହି, ବି= ବିଗତ+ଧବ=ସ୍ୱାମୀ+ସ୍ତ୍ରୀ. ଆ)

[ସମ୍ପାଦନା]

ମୃତଭର୍ତ୍ତିକା ସ୍ତ୍ରୀ; ରାଣ୍ଡ —A widow.

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ବି= ନାହିଁ+ଧବ=ବସ୍ତ୍ର+ସ୍ତ୍ରୀ. ଆ)

[ସମ୍ପାଦନା]
୧. ବିବସ୍ତ୍ରା (ସ୍ତ୍ରୀ) —୧. Clothless or naked (woman).
୨. ମୃତ ଭର୍ତ୍ତୃକା (ସ୍ତ୍ରୀ) —୨. (Woman) Who has lost her husband.