Jump to content

ବିଧର୍ମୀ

ଉଇକିଅଭିଧାନ‌ରୁ

ବିଧର୍ମୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ବିଧର୍ମା)

[ସମ୍ପାଦନା]
୧. ଆପଣା ଧର୍ମ ଛଡ଼ା ଅନ୍ୟ ଧର୍ମ ଅବଲମ୍ୱନ କରିଥିବା (ବ୍ୟକ୍ତି); ଅନ୍ୟ ଧର୍ମାଲମ୍ୱୀ — ୧. (a person) Professing another religion.
୨. ଯେ ଆପଣା ଧର୍ମ ତ୍ୟାଗ କରି ଧର୍ମାନ୍ତର ଗ୍ରହଣ କରେ — ୨. Apostate.

[ ' ଦ୍ର—ଧର୍ମାଦନ୍ କେବଳଂ' ଏହି ପୁତ୍ର ଅନୁସାରେ 'ବିଧର୍ମା' ଶବ୍ଦ ସଂସ୍କୃତମୂଳକ, ତେଣୁ ବିଧର୍ମୀ ଶବ୍ଦ ଦେଶଜଶବ୍ଦରୂପେ ଗୃହୀତ ହେଲା]