Jump to content

ବିଧାତବ୍ୟ

ଉଇକିଅଭିଧାନ‌ରୁ

ବିଧାତବ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ଧା ଧାତୁ+କର୍ମ. ତବ୍ୟ)

[ସମ୍ପାଦନା]
୧. ବିଧାନ କରାଯିବା ଯୋଗ୍ୟ —୧. Fit to be regulated or provided for.
୨. କର୍ତ୍ତବ୍ୟ —୨. Fit to be done.