ବିଧାତା
ଦେଖଣା
ବିଧାତା
ଉଚ୍ଚାରଣ
[ସମ୍ପାଦନା](ବିଧାତ୍ରୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବି+ଧା ଧାତୁ=ଧାରଣ କରିବା+କର୍ତ୍ତୃ. ତୃ; ବିଧାତୃ, ୧ମା. ୧ବ)
[ସମ୍ପାଦନା]- ୧. ନିର୍ମାତା —୧. Building; making; creating.
- ୨. ଯେ ବିଧାନ କରେ; ନୟାମକ; ବିଧାନକାରୀ —୨. Regula ting; making provision for.
- ୩. ଦାତା — ୩. Giving; bestowing.
[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ; ଯଥା—ଭାଗ୍ୟବିଧାତା]
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ବିଧି; ବ୍ରହ୍ମା; ପୃଥିବୀର ସୃଷ୍ଟିକର୍ତ୍ତା — ୧. Brahmā, the Creator.
- ୨. ଭଗବାନ୍; ଈଶ୍ୱର; ଯେ ପୃଥିବୀର ସମସ୍ତ ବିଷୟ ପରିଚାଳନ କରନ୍ତି — ୨. God; Providence.
- ୩. ପ୍ରଜାପତି (ଯେ ପୁରୁଷ ଓ ସ୍ତ୍ରୀଙ୍କୁ ବିବାହଦ୍ୱାରା ବାନ୍ଧନ୍ତି) —୩. The God who brings about marriages.
- ୪. ଭାଗ୍ୟ; କର୍ମ; କପାଳ —୪. Luck; fortune.
- ୫. ନିର୍ମାଣକାରୀ ବ୍ୟକ୍ତି —୫. Maker; builder; creator.
- ୬. ଦାତା ବ୍ୟକ୍ତି —୬. Giver; bestower (Apte).
- ୭. ବିଶ୍ୱକର୍ମା —୭. The divine architect (Apte).
- ୮. କାମଦେବ —୮. Kāmadeba; the God of love (Apte).
- ୯. ସୁରା — ୯. Spirituous liquor (Apte).