ବିଧାତାକୁ କହିବା
ଦେଖଣା
ବିଧାତାକୁ କହିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଧାତାକୁ କହିବା
|
ଦେଶଜ - କ୍ରି.
[ସମ୍ପାଦନା]କୌଣସି ଦୁର୍ଦ୍ଦଶା ପଡ଼ିଲେ ଭଗବାନଙ୍କ ଆଗେ ଫେରାଦ୍ ହେବା ବା ଭଗବାନଙ୍କୁ ଉକ୍ତ ଦୁର୍ଦ୍ଦଶାର କର୍ତ୍ତା ବୋଲି ପ୍ରକାଶ କରିବା — To attribute a thing to one's fate.