ବିଧାତା ଲିଖନ
ଦେଖଣା
ବିଧାତା ଲିଖନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଧାତା ଲିଖନ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିଧାତୃ—ଲିଖନ)
[ସମ୍ପାଦନା]ମନୁଷ୍ୟର ଜୀବନରେ ଯାହା ଯାହା ଘଟିବା ବୋଲି ମନୁଷ୍ୟର ଜନ୍ମ ପୂର୍ବରୁ ବିଧାତା କପାଳରେ ଲେଖି ଥାଆନ୍ତି —An event which has been preordained by God and noted on the brow of a person before he is born.