Jump to content

ବିଧାନକ

ଉଇକିଅଭିଧାନ‌ରୁ

ବିଧାନକ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଣ—(ବିଧାନ+କୃ ଧାତୁ+କର୍ତ୍ତୃ, ଅ)

[ସମ୍ପାଦନା]

ବିଧାନକାରୀ; ସଂଘଟନକାରୀ; ବିଧାୟକ —Bringing about; dispensing; causing; producing.

[ ଉ— ବିଧାନକ, ବଳ ଯେତେ ତାଙ୍କୁ କାଣ୍ଡେ କାଣ୍ଡେ ଭଞ୍ଜ. ବୈଦେହୀଶବିଳାସ

ସଂସ୍କୃତ - ବି—(ବିଧାନ+କ)

[ସମ୍ପାଦନା]

ଦୁଃଖ Pain; agony; distress (Apte).