ବିଧାନୀ
ଯେ ବିଧାନ କରେ; ବିଧାୟକ — Doing; practising.
[ଉ—ବେଢ଼ି ଗଲେ ସଜନୀ ଚାରି ପାଶେ, ବିଧାନୀ ସେ ନୋହିଲେ ପରିହାସେ ଭଞ୍ଜ. ବୈଦେହୀଶବିଳାସ ]