ବିଧାୟକ
ଦେଖଣା
ବିଧାୟକ
ଉଚ୍ଚାରଣ
[ସମ୍ପାଦନା](ବିଧାୟିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପ୍ୱଂ—(ବି+ଧା ଧାତୁ+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ନିୟାମକ —୧. Controlling.
- ୨. ବ୍ୟବସ୍ଥାପକ; ବ୍ୟବସ୍ଥାକାରୀ —୨. Laying down; prescrihing; legislative; arranging.
- ୩. ସଂଘଟନକାରୀ —୩. Bringing about; dispensing.
- ୪. ଉତ୍ପାଦକ —୪. Causing; producing.
- ୬. ଅର୍ପଣକାରୀ —୫. Consigning; delivering to the care of; entrusting.