Jump to content

ବିଧିଜ୍ଞ

ଉଇକିଅଭିଧାନ‌ରୁ

ବିଧିଜ୍ଞ

ଉଚ୍ଚାରଣ

[ସମ୍ପାଦନା]
(ବିଧିଜ୍ଞା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ, (ବିଧି+ଜ୍ଞା ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଯେ ବିଧାନ ମାନ ଜାଣେ —୧. Versed in rules or procedure or rituals.
୨. ବିଧାନ ଶାସ୍ତ୍ରଜ୍ଞ; ଯେ ଆଇନ ଜାଣେ; ବ୍ୟବହାର ଶାସ୍ତ୍ରଜ୍ଞ —୨. Versed in law.